ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ଓଡିଶାର ଭୌଗୋଳିକ ଓ ରାଜନୈତିକ ମାନଚିତ୍ରର ମଧ୍ୟଭାଗରେ ଆମ ଢେଙ୍କାନାଳ ଜିଲ୍ଲା ଅବସ୍ଥିତ । ପ୍ରାକୃତିକ ସୌନ୍ଦର୍ଜ୍ୟଭରା ବନ୍ୟପ୍ରାଣୀ ଓ ଘଞ୍ଚ ଅରଣ୍ୟରେ ଭରପୁର ଏ ଜିଲ୍ଲା ଯାହା କଟକ ସମ୍ବଲପୁର ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥ ଏବଂ ବାରଙ୍ଗ ସମ୍ବଲପୁର ଓ ବାରଙ୍ଗ ସମ୍ବଲପୁର ରେଳପଥ ପାର୍ଶ୍ଵଦେଇଯାଇଛି ।ସାଧାରଣରେ ବିଶ୍ବାସ କରାଯାଏ ଯେ ଢେଙ୍କାନାଳ ଜିଲ୍ଲାର ନାମକରଣ ଶବର ରାଜା ‘ଢେଙ୍କା’ ନାମରେ ନାମିତ ହୋଇଅଛି ଯିଏକି ପୂର୍ବରୁ ଏହି କ୍ଷେତ୍ରକୁ ଶାସନ କରୁଥିଲେ । ଅଧିକ ଦେଖନ୍ତୁ…

ଏକ ନଜରରେ ଜିଲ୍ଲା

  • କ୍ଷେତ୍ରଫଳ: ୪,୪୫୨ ବର୍ଗ. କିମି
  • ଜନସଂଖ୍ୟା: ୧୧,୯୨,୮୧୧
  • ପୁରୁଷ: ୬,୧୨,୫୯୩
  • ମହିଳା: ୫,୮୦,୨୧୮
  • ଭାଷା: ଓଡିଆ
  • ଗ୍ରାମଗୁଡିକ: ୧୨୦୮
corona1

ଜିଲ୍ଲା ସହାୟତା ନମ୍ବର:- ୦୬୭୬୨-୨୨୧୩୭୬/ ୦୬୭୬୨-୨୨୬୬୦୭
ମୋବାଇଲ:- ୯୪୩୯୯୮୦୫୦୦/ ୭୭୩୫୧୭୭୬୮୮
ଟୋଲ ଫ୍ରି ନମ୍ବର:- ୧୦୭୭
ଅଧିକ ଦେଖନ୍ତୁ…

Saroj Kumar Sethi IAS1
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସରୋଜ କୁମାର ସେଠି ଭାପ୍ରସେ

ବନ୍ଦେ ଉତ୍କଳ ଜନନୀ

ଓଡିଶା ରାଜ୍ୟ ସଙ୍ଗୀତ