ଜିଲ୍ଲା ସମ୍ବନ୍ଧରେ

ଓଡିଶାର ଭୌଗୋଳିକ ଓ ରାଜନୈତିକ ମାନଚିତ୍ରର ମଧ୍ୟଭାଗରେ ଆମ ଢେଙ୍କାନାଳ ଜିଲ୍ଲା ଅବସ୍ଥିତ । ପ୍ରାକୃତିକ ସୌନ୍ଦର୍ଜ୍ୟଭରା ବନ୍ୟପ୍ରାଣୀ ଓ ଘଞ୍ଚ ଅରଣ୍ୟରେ ଭରପୁର ଏ ଜିଲ୍ଲା ଯାହା କଟକ ସମ୍ବଲପୁର ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥ ଏବଂ ବାରଙ୍ଗ ସମ୍ବଲପୁର ଓ ବାରଙ୍ଗ ସମ୍ବଲପୁର ରେଳପଥ ପାର୍ଶ୍ଵଦେଇଯାଇଛି ।ସାଧାରଣରେ ବିଶ୍ବାସ କରାଯାଏ ଯେ ଢେଙ୍କାନାଳ ଜିଲ୍ଲାର ନାମକରଣ ଶବର ରାଜା ‘ଢେଙ୍କା’ ନାମରେ ନାମିତ ହୋଇଅଛି ଯିଏକି ପୂର୍ବରୁ ଏହି କ୍ଷେତ୍ରକୁ ଶାସନ କରୁଥିଲେ । ଅଧିକ ଦେଖନ୍ତୁ…

  • ପ୍ରଦର୍ଶିତ ପାଇଁ କୌଣସି ପୋଷ୍ଟ ନାହିଁ
Special Summary Revision- 2019
ନିଖିଲ ପବନ କଲ୍ୟାଣ ଭାପ୍ରସେ
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ନିଖିଲ ପବନ କଲ୍ୟାଣ (ଭାପ୍ରସେ)

ଘଟଣା ଗୁଡିକ

ଜାନୁଆରୀ-୨୦୧୯ ନିମନ୍ତେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
ତାରିଖ/ସମୟ ସ୍ଥାନ-ବ୍ଲକ କାର୍ଯ୍ୟ।ଳୟ
୦୭.୦୧.୧୯ ଦିବା ୧୦ ଘଟିକା ସଦର
୧୪.୦୧.୧୯ ଦିବା ୧୦ ଘଟିକା କଙ୍କଡାହାଡ
୨୧.୦୧.୧୯ ଦିବା ୧୦ ଘଟିକା ଗନ୍ଦିଆ
୨୮.୦୧.୧୯ ଦିବା ୧୦ ଘଟିକା କାମାକ୍ଷାନଗର

ଜିଲ୍ଲା ମାନଚିତ୍ର

ଫଟୋ ଗାଲେରୀ