ବନ୍ଦ କରନ୍ତୁ

ନିର୍ବାଚନ କ୍ଷେତ୍ର

ଢେଙ୍କାନାଳ ଜିଲ୍ଲା ଗୋଟିଏ ଲୋକସଭା ଯଥା ୯-ଢେଙ୍କାନାଳ ଲୋକସଭା ଏବଂ ଚାରିଗୋଟି ବିଧାନସଭା ଯଥା ୫୫-ଢେଙ୍କାନାଳ, ୫୬-ହିନ୍ଦୋଳ, ୫୭-କାମାକ୍ଷାନଗର ଏବଂ ୫୮-ପରଜଙ୍ଗ ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ହୋଇଅଛି ।

ଢେଙ୍କାନାଳ ଜିଲ୍ଲା ଲୋକସଭା କ୍ଷେତ୍ର
କ୍ର.ନଂ. ନାମ
1  ୦୯-ଢେଙ୍କାନାଳ ଲୋକସଭା କ୍ଷେତ୍ର 

 

ଢେଙ୍କାନାଳ ଜିଲ୍ଲା ବିଧାନସଭା କ୍ଷେତ୍ର
କ୍ର.ନଂ. ନାମ
 ୫୫-ଢେଙ୍କାନାଳ ବିଧାନସଭା କ୍ଷେତ୍ର
  ୫୬-ହିନ୍ଦୋଳ   ବିଧାନସଭା କ୍ଷେତ୍ର
୫୫-କାମାକ୍ଷାନଗର ବିଧାନସଭା କ୍ଷେତ୍ର
  ୫୮-ପରଜଙ୍ଗ ବିଧାନସଭା କ୍ଷେତ୍ର