ପ୍ରଶାସନିକ ସେଟଅପ୍
୧୨୩୭ଟି ଗ୍ରାମ, ୨୧୨ଟି ଗ୍ରାମ ପଞ୍ଚାଯତ, ୮ଟି ତହସିଲ, ୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ଗୋଟିଏ ପୌର ପରିଷଦ ଏବଂ ୧୫ଟି ଥାନାକୁ ନେଇ ଜିଲ୍ଲାର ପ୍ରଶାସନିକ ବ୍ୟବସ୍ଥା ରହିଛି। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନ୍ତର୍ଭୁକ୍ତ ଏହି ଜିଲ୍ଲା, ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ଉପମହାନିରୀକ୍ଷକ ଦ୍ଵାରା ଜିଲ୍ଲାର ଆଇନ ଶୃଙ୍ଖଳା ନିୟନ୍ତ୍ରୀତ ହୋଇଥାଏ।
ପ୍ରମୁଖ ପ୍ରଶାସନିକ ବ୍ୟବସ୍ଥା
- ସବଡିଭିଜନ ସଂଖ୍ୟା-୩
- ବ୍ଲକ ସଂଖ୍ୟା-୮
- ତହସିଲ ସଂଖ୍ୟା-୮
- ୟୁଏଲବି ସଂଖ୍ୟା-୪
- ରାଜସ୍ୱ ନିରୀକ୍ଷକ ସଂଖ୍ୟା-୫୦
- ପୋଲିସ ଥାନା ସଂଖ୍ୟା-୧୫