ବନ୍ଦ କରନ୍ତୁ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ

ପ୍ରକାଶିତ ତାରିଖ : 29/08/2018

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସେପ୍ଟେମ୍ବର ମାସର ନିମ୍ନଲିଖିତ ଦିନ ମାନଙ୍କରେ ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ । ନାଗରିକଙ୍କ ସହାୟତା ପାଇଁ ଏହି ତଥ୍ୟକୁ ବ୍ୟାପକ ଭାବେ ପ୍ରଚାର କରିବାକୁ ଅନୁରୋଧ କରାଯାଉଅଛି ।

୦୪.୦୯.୨୦୧୮ : ଭୁବନ
୦୫.୦୯.୨୦୧୮ : କଙ୍କଡାହାଡ
୧୧.୦୯.୨୦୧୮: କାମାକ୍ଷାନଗର
୧୨.୦୯.୨୦୧୮ : ଢେଙ୍କାନାଳ
୧୮.୦୯.୨୦୧୮ : ପର୍ଜଙ୍ଗ
୧୯.୦୯.୨୦୧୮ : ଓଡାପଡା
୨୫.୦୯.୨୦୧୮ : ହିନ୍ଦୋଳ
୨୬.୦୯.୨୦୧୮ : ଗନ୍ଦିଆ
ଭିନ୍ନକ୍ଷମ ପ୍ରମାଣପତ୍ର ସେହି ଦିନ ହିଁ ପ୍ରଦାନ କରାଯିବ, ତତସହିତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ୟାନ୍ୟ ଭତ୍ତା/ସହାୟତା ଯଥା ବୃତ୍ତିରାଶି, ବସ/ଟ୍ରେନ ପାସ, ଭୋଟର-ଆଇଡି , ଉପକରଣ ଏବଂ ସାହାଯ୍ୟରାଶି ପ୍ରଦାନ କରାଯିବ ।