ବନ୍ଦ କରନ୍ତୁ

ସବଡିଭିଜନ ଏବଂ ବ୍ଲକ୍

ଢେଙ୍କାନାଳ ଜିଲ୍ଲା ୩ଗୋଟି ଉପଖଣ୍ଡ ଢେଙ୍କାନାଳ ସଦର, କାମାକ୍ଷାନଗର ଏବଂ ହିନ୍ଦୋଳକୁ ନେଇ ଗଠିତ। ସେହିପରି ୮ଗୋଟି ଗୋଷ୍ଠୀ ଉନ୍ନୟନ ଯଥା- ଢେଙ୍କାନାଳ ସଦର, ଭୁବନ, ଗନ୍ଦିଆ, ହିନ୍ଦୋଳ, କାମାକ୍ଷାନଗର, କଙ୍କଡାହାଡ, ଓଡାପଡା ଏବଂ ପରଜଙ୍ଗ ଆଦି ନାମରେ ବ୍ଲକ ରହିଅଛି ।

ଢେଙ୍କାନାଳ ଜିଲ୍ଲା ଅଧୀନରେ ଥିବା ସବଡିଭିଜନ
କ୍ର . ନ ॰ ସବଡିଭିଜନ ନାମ
  ଢେଙ୍କାନାଳ ସଦର
  କାମାକ୍ଷାନଗର
  ହିନ୍ଦୋଳ

 

ଢେଙ୍କାନାଳ ଜିଲ୍ଲା ଅଧୀନରେ ଥିବା ବ୍ଲକ
କ୍ର. ନ ॰   ବ୍ଲକ ର ନାମ
ଢେଙ୍କାନାଳ ସଦର
 ଭୁବନ
 ଗନ୍ଦିଆ
 ହିନ୍ଦୋଳ
  କାମାକ୍ଷାନଗର
 କଙ୍କଡ।ହାଡ
  ଓଡାପଡା
  ପରଜଙ୍ଗ