ସବଡିଭିଜନ ଏବଂ ବ୍ଲକ୍
ଢେଙ୍କାନାଳ ଜିଲ୍ଲା ୩ଗୋଟି ଉପଖଣ୍ଡ ଢେଙ୍କାନାଳ ସଦର, କାମାକ୍ଷାନଗର ଏବଂ ହିନ୍ଦୋଳକୁ ନେଇ ଗଠିତ। ସେହିପରି ୮ଗୋଟି ଗୋଷ୍ଠୀ ଉନ୍ନୟନ ଯଥା- ଢେଙ୍କାନାଳ ସଦର, ଭୁବନ, ଗନ୍ଦିଆ, ହିନ୍ଦୋଳ, କାମାକ୍ଷାନଗର, କଙ୍କଡାହାଡ, ଓଡାପଡା ଏବଂ ପରଜଙ୍ଗ ଆଦି ନାମରେ ବ୍ଲକ ରହିଅଛି ।
କ୍ର.ନ॰ | ବ୍ଲକ ନାମ |
---|---|
୧ | ଢେଙ୍କାନାଳ ସଦର |
୨ | ଗନ୍ଦିଆ |
୩ | ଓଡାପଡା |
କ୍ର.ନ॰ | ବ୍ଲକ ନାମ |
---|---|
୧ | କାମାକ୍ଷାନଗର |
୨ | ଭୁବନ |
୩ | କଙ୍କଡାହାଡ |
୪ | ପରଜଙ୍ଗ |
କ୍ର.ନ॰ | ବ୍ଲକ ନାମ |
---|---|
୧ | ହିନ୍ଦୋଳ |