ସବଡିଭିଜନ ଏବଂ ବ୍ଲକ୍

ଢେଙ୍କାନାଳ ଜିଲ୍ଲା ୩ଗୋଟି ଉପଖଣ୍ଡ ଢେଙ୍କାନାଳ ସଦର, କାମାକ୍ଷାନଗର ଏବଂ ହିନ୍ଦୋଳକୁ ନେଇ ଗଠିତ। ସେହିପରି ୮ଗୋଟି ଗୋଷ୍ଠୀ ଉନ୍ନୟନ ଯଥା- ଢେଙ୍କାନାଳ ସଦର, ଭୁବନ, ଗନ୍ଦିଆ, ହିନ୍ଦୋଳ, କାମାକ୍ଷାନଗର, କଙ୍କଡାହାଡ, ଓଡାପଡା ଏବଂ ପରଜଙ୍ଗ ଆଦି ନାମରେ ବ୍ଲକ ରହିଅଛି ।

ଢେଙ୍କାନାଳ ଜିଲ୍ଲା ଅଧୀନରେ ଥିବା ସବଡିଭିଜନ ଓ ବ୍ଲକ
କ୍ର.ନ॰ ସବଡିଭିଜନ ନାମ କ୍ର.ନ॰ ବ୍ଲକ ନାମ
ଢେଙ୍କାନାଳ ସଦର (୩) ଢେଙ୍କାନାଳ ସଦର
ଗନ୍ଦିଆ
ଓଡାପଡା
କାମାକ୍ଷାନଗର (୪) କାମାକ୍ଷାନଗର
ଭୁବନ
କଙ୍କଡ।ହାଡ
ପରଜଙ୍ଗ
ହିନ୍ଦୋଳ (୧) ହିନ୍ଦୋଳ