ନିଯୁକ୍ତି

ନିଯୁକ୍ତି
ଶୀର୍ଷକ ବିବରଣ ପ୍ରାରମ୍ଭ ତାରିଖ End Date ଫାଇଲ
ଓଡିଶା ଆଦର୍ଶ ବିଦ୍ୟାଳୟ, ଢେଙ୍କାନାଳରେ କନିଷ୍ଠ କିରାଣୀ-ତଥା-ଆକାଉଣ୍ଟାଣ୍ଟ ପଦବୀରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ

ଓଡିଶା ଆଦର୍ଶ ବିଦ୍ୟାଳୟ, ଢେଙ୍କାନାଳରେ କନିଷ୍ଠ କିରାଣୀ-ତଥା-ଆକାଉଣ୍ଟାଣ୍ଟ ପଦବୀରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ ।

21/06/2019 05/07/2019 ଡାଉନଲୋଡ୍ (1 MB)
ଏନଏଚଏମ, ଢେଙ୍କାନାଳ ଅଧୀନରେ ବିଭିନ୍ନ ପଦବୀରେ ନିଯୁକ୍ତି ସମ୍ବନ୍ଧୀୟ ସୂଚନା

ଏନଏଚଏମ, ଢେଙ୍କାନାଳ ଅଧୀନରେ ବିଭିନ୍ନ ପଦବୀରେ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ।

06/06/2019 20/06/2019 ଡାଉନଲୋଡ୍ (842 KB)
ଅଧ୍ୟାପକ ଏବଂ ଅନ୍ୟ ପଦବୀ ନିମନ୍ତେ ଦରଖାସ୍ତ ଆହ୍ଵାନ କରା ଯାଉଅଛି

ଡିଏସଏମ ଜୁନିଅର ମହାବିଦ୍ୟାଳୟର ଇମେଲ ମାଧ୍ୟମରେ ଅଧ୍ୟାପକ ଏବଂ ଅନ୍ୟ ପଦବୀ ନିମନ୍ତେ ଦରଖାସ୍ତ ଆହ୍ଵାନ କରା ଯାଉଅଛି ।

07/06/2019 20/06/2019 ଡାଉନଲୋଡ୍ (38 KB)
ସ୍ଵତନ୍ତ୍ର ଭୂ ଅର୍ଜନ ଅଧିକାରୀ ରେଙ୍ଗାଳୀ ଦକ୍ଷିଣ ପାର୍ଶ୍ଵ କେନାଲ ନିମନ୍ତେ ଅବସର ପ୍ରାପ୍ତ / ଛଟେଇ ହୋଇଥିବା ଅମିନ ଙ୍କ ଚୁକ୍ତିଭିତିକ ନିଯୁକ୍ତି ପାଇଁ ଆବେଦନ

ସ୍ଵତନ୍ତ୍ର ଭୂ ଅର୍ଜନ ଅଧିକାରୀ ରେଙ୍ଗାଳୀ ଦକ୍ଷିଣ ପାର୍ଶ୍ଵ କେନାଲ ନିମନ୍ତେ ଅବସର ପ୍ରାପ୍ତ / ଛଟେଇ ହୋଇଥିବା ଅମିନ ଙ୍କ ଚୁକ୍ତିଭିତିକ ନିଯୁକ୍ତି ପାଇଁ ଆବେଦନ

29/05/2019 05/06/2019 ଡାଉନଲୋଡ୍ (198 KB)
କମ୍ପ୍ୟୁଟର ଟେଷ୍ଟ(ପ୍ରାକ୍ଟିକାଲ), ଟାଇପ ଟେଷ୍ଟ ଏବଂ ମୌଖିକ ପରୀକ୍ଷା ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ସୂଚନା

ଆବେଦନ କରିଥିବା ପ୍ରାର୍ଥୀଙ୍କ ନିମନ୍ତେ କମ୍ପ୍ୟୁଟର ଟେଷ୍ଟ(ପ୍ରାକ୍ଟିକାଲ), ଟାଇପ ଟେଷ୍ଟ ଏବଂ ମୌଖିକ ପରୀକ୍ଷା ତା୧୨.୦୪.୨୦୧୯ ଅନୁଷ୍ଠିତ ହେବା ସମ୍ବନ୍ଧୀୟ ସୂଚନା ।

02/04/2019 12/04/2019 ଡାଉନଲୋଡ୍ (118 KB)
ଚୁକ୍ତି ଭିତିକ ଶିକ୍ଷକ ପଦବୀ ନିମନ୍ତେ ଆବେଦନ କରିଥିବା ପ୍ରାଥୀ ମାନଙ୍କର ଡ୍ରାଫ୍ଟ ମେରିଟ ଲିଷ୍ଟ

ଚୁକ୍ତି ଭିତିକ ଶିକ୍ଷକ ପଦବୀ ନିମନ୍ତେ ଆବେଦନ କରିଥିବା ପ୍ରାଥୀ ମାନଙ୍କର ଡ୍ରାଫ୍ଟ ମେରିଟ ଲିଷ୍ଟ

19/02/2019 05/03/2019 ଡାଉନଲୋଡ୍ (6 MB) 2019022043 (6 MB) 2019022057 (5 MB) 2019022014 (6 MB) 2019022060 (7 MB) 2019022068 (3 MB) 2019022083 (871 KB) 2019022063 (4 MB) 2019022039 (4 MB)
୩୧ ଗୋଟି ଆଟେଣ୍ଡାନ୍ଟ ପଦବୀ ନିମନ୍ତେ ଆବେଦନକାରୀଙ୍କର ତାଲିକା ଏବଂ ବିଜ୍ଞାପନ

୩୧ ଗୋଟି ଆଟେଣ୍ଡାନ୍ଟ ପଦବୀ ନିମନ୍ତେ ଆବେଦନକାରୀଙ୍କର ତାଲିକା ଏବଂ ବିଜ୍ଞାପନ ।

16/01/2019 31/01/2019 ଡାଉନଲୋଡ୍ (9 MB)
ତଫସିଲଭୁକ୍ତ ଜାତି ଓ ଉପଜାତି ବିଭାଗରେ ଶିକ୍ଷକ ଓ ଶିକ୍ଷା ସହାୟକ ନିଯୁକ୍ତି ନିମନ୍ତେ ବିଜ୍ଞାପନର କାର୍ଯ୍ୟ।ଳୟ ଆଦେଶ

ତଫସିଲଭୁକ୍ତ ଜାତି ଓ ଉପଜାତି ବିଭାଗରେ ଶିକ୍ଷକ ଓ ଶିକ୍ଷା ସହାୟକ ନିଯୁକ୍ତି ନିମନ୍ତେ ବିଜ୍ଞାପନର କାର୍ଯ୍ୟ।ଳୟ ଆଦେଶ ।

10/01/2019 18/01/2019 ଡାଉନଲୋଡ୍ (921 KB)
ଏନଏଚଏମ ଅଧୀନରେ ବିଭିନ୍ନ ପଦବୀରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ

ଏନଏଚଏମ ଅଧୀନରେ ବିଭିନ୍ନ ପଦବୀରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ ।

05/01/2019 15/01/2019 ଡାଉନଲୋଡ୍ (25 KB) ବିଜ୍ଞାପନ (86 KB) ଦରଖାସ୍ତ ଫର୍ମ (34 KB) କରିଜେଣ୍ଡମ (6 KB)
ଏନଏଚଏମ ଅଧୀନରେ ବିଭିନ୍ନ ପଦବୀରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ ନଂ-୦୬୧ ତା.୫.୧.୨୦୧୯ ର କରିଜେଣ୍ଡମ

ଏନଏଚଏମ ଅଧୀନରେ ବିଭିନ୍ନ ପଦବୀରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ ନଂ-୦୬୧ ତା.୫.୧.୨୦୧୯ ର କରିଜେଣ୍ଡମ ।

10/01/2019 15/01/2019 ଡାଉନଲୋଡ୍ (6 KB)