କୁଆଳ
ନିର୍ଦ୍ଦେଶଢେଙ୍କାନାଳରୁ ୭୨ କିମି, ଅନଗୁଳଠାରୁ ୪୫ କିମି ଓ ତାଳଚେରଠାରୁ ୨୫ କିମି ଦୂରରେ ଅବସ୍ଥିତ କୂଅନଲୋ ଭଗବାନ ଶିବ କନେକେଶ୍ଵର ବୈଦ୍ୟନାଥ ପଶ୍ଚିମେଶ୍ବର ବାଲୁଙ୍କେଶ୍ଵର ଓ କପିଳେଶ୍ଵରଙ୍କୁ ସମର୍ପିତ ଅନେକ ଛୋଟ ବଡ ମନ୍ଦିର ପାଇଁ ପ୍ରସିଦ୍ଧ। କନେକେଶ୍ଵର ମନ୍ଦିର ଯାହା ବର୍ତମାନ ଭଗ୍ନ ଅବସ୍ଥାରେ ରହିଛି। ପାଖାପାଖି ୨୪ ମିଟର ଉଚତା ଥିଲା ଏହି ମନ୍ଦିରର କରୁକର୍ଯ ଭାସ୍କର୍ଜ୍ୟ ଓ ତଥା ମନ୍ଦିର କଳାର ସଂସ୍କୃତିକ ନିଦର୍ଶନ ବାର୍ତା ବହନ କରେ।
ଫଟୋ ଗାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ବିଜୁ ପଟନାୟକ ବିମାନ ବନ୍ଦର ଭୁବନେଶ୍ବର ଅଟେ । ଏଠାରୁ ଦୂରତା ୧୫୦ କି.ମି. ହେବ ।
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ଢେଙ୍କାନାଳ ଅଟେ ଏବଂ ଏଠାରୁ ଦୂରତା ୭୦ କି.ମି. ଅଟେ ।
ସଡ଼କ ପଥରେ
ଢେଙ୍କାନାଳ ବସଷ୍ଟାଣ୍ଡରୁ ଏହାର ଦୂରତା ୭୦ କି.ମି., କାମାକ୍ଷାନଗର ବସଷ୍ଟାଣ୍ଡରୁ ୩୩ କି.ମି. ଏବଂ ପରଜଙ୍ଗ ବସଷ୍ଟାଣ୍ଡରୁ ୮ କି.ମି.ଅଟେ ।