ଯୋରନ୍ଦା

ନିର୍ଦ୍ଦେଶ

ମହିମାଧର୍ମର ଧାର୍ମିକ ଓ ଐତିହାସିକ ମଧ୍ୟସ୍ଥଳ ଜୋରନ୍ଦା ମହିମା ଗୋସାଇଁ ସମାଧିପୀଠ, ଶୂନ୍ୟମନ୍ଦିର ଅନ୍ୟମନ୍ଦିର ଗାଦିମନ୍ଦିର ଏବଂ ଅନେକ ସାଧୁମାନଙ୍କର ମଧ୍ୟ ରହିଛି। ମାଘ ପୁର୍ଣିମା ସଭା ସାଧାରଣ ଭାବରେ ଇ॰ରାଜୀ ଜାନୁୟାରୀ ଓ ଫେବୃଆରୀ ମାସରେ ପଡିଥାଏ। ଏହିସମୟରେ ଯୋରନ୍ଦାରେ ବିଶ୍ଵପ୍ରସିଦ୍ଧ ମାଘମେଳା ହୋଇଥାଏ। ମହଣ ମହଣ ଘୃତ ବିଶ୍ବବାସୀଙ୍କ ମଙ୍ଗଳ ନିମନ୍ତେ ବିଶ୍ବବାସୀଙ୍କ ଉଦ୍ଵେଶରେ ଜଳାଯାଇଥାଏ। ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଯୋରନ୍ଦା ମହିମାଗାଦିକୁ ପରିଦର୍ଶନରେ ଆସିଥାନ୍ତି। ଏହି ଧର୍ମର ମୁଖ୍ୟପ୍ରଚାରକ ମହିମା ଧର୍ମକୁ ସ୍ଵତତ୍ର ପରିଚୟ ଅନିଦେଇଛି।

ଫଟୋ ଗାଲେରୀ

  • ଯୋରନ୍ଦା ମହିମା ମନ୍ଦିର
  • ଯୋରନ୍ଦା ନିତୀ ମନ୍ଦିର
  • ମହିମା ଆଶ୍ରମକୁ ପ୍ରବେଶ ଦ୍ଵାର

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର ବିଜୁ ପଟନାୟକ ବିମାନ ବନ୍ଦର ଭୁବନେଶ୍ବର ଅଟେ । ଏଠାରୁ କପିଳାଶ ପୀଠର ଦୂରତା ୧୦୬ କି.ମି. ହେବ ।

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ ଢେଙ୍କାନାଳ ଅଟେ ଏବଂ ଏଠାରୁ କପିଳାଶ ପୀଠର ଦୂରତା ୨୬ କି.ମି. ଅଟେ ।

ସଡ଼କ ପଥରେ

ନିକଟସ୍ଥ ବସଷ୍ଟାଣ୍ଡ ଢେଙ୍କାନାଳ ଅଟେ ଏବଂ ଏଠାରୁ କପିଳାଶ ପୀଠର ଦୂରତା ୨୬ କି.ମି. ଅଟେ ।